ଆଇନଷ୍ଟାଇନ୍‌ରେ ନିଯୁକ୍ତି ମେଳା

ଭୁବନେଶ୍ବର: ଆଇନଷ୍ଟାଇନ୍ ପରିଚାଳନା ଓ ବୈଷୟିକ ମହାବିଦ୍ୟାଳୟରେ ଏୟାରନିଟ୍ ସଫ୍ଟୱେୟାର୍‌ କମ୍ପାନି ପକ୍ଷରୁ ଏକ ନିଯୁକ୍ତ ମେଳା ଅନୁଷ୍ଠିତ ହୋଇଯାଇଛି।

କମ୍ପାନିର ବୈଷୟିକ ମୁଖ୍ୟ କୈଳାସ ଚନ୍ଦ୍ର ବେହେରା ଓ ସଦାଶିବ ପାଢ଼ୀ ଏହାକୁ ପରିଚାଳନା କରିଥିଲେ। କମ୍ପାନିର ଉପସଭାପତି ଶ୍ରୀନିବାସ ପଟ୍ଟନାୟକ ଓ ମହାବିଦ୍ୟାଳୟ ଅଧ୍ୟକ୍ଷ ଉଦ୍‌ଘାଟନ କରିଥିଲେ। ଏଥିରେ ଅରୂପାନନ୍ଦ ମହାନ୍ତି ଓ ପ୍ରଶିକ୍ଷଣ ବିଭାଗ ମୁଖ୍ୟ ସୁମିତ ଚୌଧୁରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର