ଭୁବନେଶ୍ୱର : ବିପିନ ବିହାରୀ ନାୟକ ଓଡ଼ିଶା ଅବସରପ୍ରାପ୍ତ ଡିପ୍ଲୋମା ଇଂଜିନିୟର ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଗତ ୧୭ ତାରିଖ ଦିନ ଜୟଦେବବାଟିକାଠାରେ ଅନୁଷ୍ଠିତ ସାଧାରଣ ସଭାରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏ ନେଇ ଇଂ ନାୟକଙ୍କୁ ଇଂଜିନିୟର ସେବାସଂଘ ଅଭିନନ୍ଦନ ଜଣାଇଛି।
ଇଂ ବିପିନ ବିହାରୀ ନାୟକ ଓଡ଼ିଶା ଅବସରପ୍ରାପ୍ତ ଡିପ୍ଲୋମା ଇଂଜିନିୟର୍ ସଂଘ ସଭାପତି
/sambad/media/post_attachments/wp-content/uploads/2018/01/BIPIN-BIHARI.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)