ଇଂ ବିପିନ ବିହାରୀ ନାୟକ ଓଡ଼ିଶା ଅବସରପ୍ରାପ୍ତ ଡିପ୍ଲୋମା ଇଂଜିନିୟର୍‌ ସଂଘ ସଭାପତି

ଭୁବନେଶ୍ୱର : ବିପିନ ବିହାରୀ ନାୟକ ଓଡ଼ିଶା ଅବସରପ୍ରାପ୍ତ ଡିପ୍ଲୋମା ଇଂଜିନିୟର ସଂଘର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଗତ ୧୭ ତାରିଖ ଦିନ ଜୟଦେବବାଟିକାଠାରେ ଅନୁଷ୍ଠିତ ସାଧାରଣ ସଭାରେ ଏହି ନିଷ୍ପତ୍ତି ନିଆଯାଇଥିଲା। ଏ ନେଇ ଇଂ ନାୟକଙ୍କୁ ଇଂଜିନିୟର ସେବାସଂଘ ଅଭିନନ୍ଦନ ଜଣାଇଛି।

ସମ୍ବନ୍ଧିତ ଖବର