ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଭିଡ୍‌ କଟକଣାକୁ ଫୁ। କୋଭିଡ୍‌ ନିୟମ ଅନୁସାରେ କୌଣସି ପୂଜା ମଣ୍ଡପରେ ସାଧାରଣ ଦର୍ଶକ ଓ ଭକ୍ତ ମା’ ଦୁର୍ଗାଙ୍କୁ ଦର୍ଶନ କରିପାରିବେ ନାହିଁ। କିନ୍ତୁ ନିୟମ ଉଲ୍ଲଂଘନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ କରାଉ ଥିବା ଅଭିଯୋଗରେ ପଟିଆ ଅଞ୍ଚଳର ଏକ ମଣ୍ଡପକୁ ପୁଲିସ ଜରିମାନା କରିଛି। କୋଭିଡ୍‌ ନିୟମକୁ ପାଳନ କରିବା ଲାଗି କମିସନରେଟ ପୁଲିସ ପକ୍ଷରୁ ଅନୁରୋଧ କରାଯାଇଛି।

Advertisment