ଭୁବନେଶ୍ବର: ଭୁବନେଶ୍ୱର ପାଣ୍ଡରାରେ ଆଜି ଅଗ୍ନିକାଣ୍ଡ ହୋଇଛି। ପାଣ୍ଡରାସ୍ଥିତ ଗଙ୍ଗୁଆ ବସ୍ତିରେ ଏହି ନିଆଁ ଲାଗିଛି। ଅଗ୍ନିକାଣ୍ଡ ଯୋଗୁଁ ପୁରୁଣା ଲଂଚ ବୋଟ ପୋଡ଼ିଯାଇଥିବା ଜଣାଯାଇଛି। ଏଠାରେ ପୁରୁଣା ଡଙ୍ଗାର ଭଗ୍ନାବଶେଷ ସାମଗ୍ରୀ ରହିଥିଲା । ଆଜି ଅପରାହ୍ନରେ ନିଆଁ ଲାଗିଥିଲା । ଏଥିରେ ସମସ୍ତ ଡଙ୍ଗା ସାମଗ୍ରୀ ଜଳି ଯାଇଥିଲା । ତେବେ ନିଆଁ କେଉଁ କାରଣରୁ ନିଆଁ ଲାଗିଛି ତାହା ଏଯାବତ ସ୍ପଷ୍ଟ ହୋଇନାହିଁ । ସେପଟେ ଦୁଇଟି ଦମକଳ ବାହିନୀ ପହଂଚି ନିଆକୁ ଆୟତ୍ତ କରିଥିଲେ।
i
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/fdff7439-fe2d-4519-a7f0-9bdc440347fe.jpg)