ଭୁବନେଶ୍ବର: ସପିଙ୍ଗ ମଲରେ ଅଗ୍ନିଶମ ବିଭାଗର ତନାଘନା। ରାଜଧାନୀର ବିଭିନ୍ନ ମଲରେ ଚାଲିଛି ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ। ଅଗ୍ନି ନିର୍ବାପକ ଉପକରଣ ଠିକରେ କାମ କରୁଛି କି ନାହିଁ ତାହାକୁ ତନାଘନା କରିଛି ଅଗ୍ନିଶମ ବିଭାଗ।
ଏସପ୍ଲାନେଡ ଓ୍ୱାନ୍ ମଲ ସମେତ ରାଜଧାନୀର ଏକାଧିକ ମଲରେ ଅଗ୍ନିଶମ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଛି। ଗତକାଲି ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ମଧ୍ୟ ଚେକିଂ ହୋଇଥିଲା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Untitled-19.png)