ଭୁବନେଶ୍ବର : ବରମୁଣ୍ଡା ବସଷ୍ଟାଣ୍ଡ୍ରୁ ଜଣେ ଅନ୍ତଃରାଜ୍ୟ ନିଶା ମାଫିଆଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି ଭରତପୁର ଥାନା ପୁଲିସ। ସେମାନେ ହେଲେ, ଝାଡ଼ଖଣ୍ଡ ତିସ୍ରିର ସାହାଦତ ଅନ୍ସାରି ଓ କନ୍ଧମାଳ ଚକାପାଦର ସାଗର ମଲ୍ଲିକ। ପୁଲିସ ସେମାନଙ୍କ ଠାରୁ ୧୬କେଜି ଗଞ୍ଜେଇ ଜବତ କରିଛି। ସେମାନେ ବସ୍ରେ ଯିବାକୁ ଅପେକ୍ଷା କରିଥିବା ବେଳେ ଭରତପୁର ଥାନା ପୁଲିସ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp