ଭୁବନେଶ୍ବର : ମଙ୍ଗଳବାର ସନ୍ଧ୍ୟାରେ କୋଳଥିଆରୁ ବରମୁଣ୍ଡା ଯାଉଥିବା ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଇଛନ୍ତି ଲୁଟେରା। ଲୁଟ୍ର ଶିକାର ମହିଳା ହେଉଛନ୍ତି ଶ୍ବେତପଦ୍ମା ଦାଶ। ଗତକାଲି ସନ୍ଧ୍ୟାରେ ଶ୍ବେତପଦ୍ମା ବରମୁଣ୍ଡା ଆସୁଥିବା ବେଳେ ଖଣ୍ଡଗିରି ମଠ ନିକଟରୁ ତାଙ୍କ ପଛପଟୁ ୨ଜଣ ଦୁର୍ବୃତ୍ତ ଆସି ଚେନ୍ ଝାମ୍ପିନେଇ ଏକ ପଲସର୍ ବାଇକ୍ରେ ଫେରାର୍ ହୋଇଯାଇଥିଲେ। ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।
ମହିଳାଙ୍କ ଚେନ୍ ଝାମ୍ପିନେଲେ
/sambad/media/post_attachments/wp-content/uploads/2022/02/loot-aff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)