ଶେଷରେ ବନ୍ଧା ହେଲା ସୁନା ଚୋର: ବାଳକାଟିରୁ ସୁନା ଗହଣା ଉଦ୍ଧାର

ଭୁବନେଶ୍ବର: ଶେଷରେ ବନ୍ଧା ହେଲା ସୁନା ଚୋର। ଅଭିଯୁକ୍ତ ଦିଲୀପ ନାୟକ ନୟାଗଡ଼ର ଜଣେ ରଙ୍ଗମିସ୍ତ୍ରୀ। ତା ନାଆଁରେ ଲକ୍ଷ୍ମୀସାଗର, ଧଉଳି ଓ ବଡ଼ଗଡ଼ ଥାନାରେ ଏଗାରଟି ମାମଲା ରହିଛି। କେବଳ ଚୋରି ନୁହେଁ, ଚୋରି ବେଳେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ବି ରହିଛି। ବାଳକାଟିରୁ ସୁନା ଗହଣା ଉଦ୍ଧାର ହୋଇଥିଲା।

ଚୋରି ସୁନା କିଣିଥିବା ଅଭିଯୋଗରେ ବାଳକାଟିର ସୁନା ଗହଣା ଦୋକାନୀଙ୍କୁ ମଧ୍ୟ ଗିରଫ କରାଯାଇଛି ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର