ଗୋପବନ୍ଧୁ ମହିଳା ଚାଷୀ ଉତ୍ପାଦକ କମ୍ପାନି ଲିମିଟେଡ୍ ଉଦ୍‌ଘାଟିତ

ଜଟଣୀ: ଗୋପବନ୍ଧୁ ମହିଳା ଚାଷୀ ଉତ୍ପାଦକ କମ୍ପାନି ଲିମିଟେଡ୍‌ ବେଲପଡ଼ା ଜନସେବା କେନ୍ଦ୍ରଠାରେ ଉଦ୍‌ଘାଟିତ ହୋଇଯାଇଛି। ଜବାହରଲାଲ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉଦିତ୍‌ ଶଙ୍କର ପାଣିଗ୍ରାହୀ ଯୋଗଦେଇଥିଲେ। ୨୨ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଉପସ୍ଥିତ ଥିଲେ।

‘ପ୍ରତିଶ୍ରୁତି’ ନିର୍ଦ୍ଦେଶକ ବିଜୟ କେତନ ଜେନା, ସାରଙ୍ଗଧର ବେହେରା, ଶକ୍ତିଧର ମହାପାତ୍ର, ରୀନାରାଣୀ ମହାରଣା, ବବି ପ୍ରଧାନ, ଦେବଶ୍ରୀ ରାଉତରାୟ, ଉପସ୍ଥିତ ଥିଲେ। ଭାଗୀରଥି ମାହାନା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର