ଷ୍ଟାଇଲନ୍ ମେକ୍‌-ଓଭର୍‌ ୟୁନିସେକ୍ସ ସେଲୁନ୍‌ର ଶୁଭ ଉଦ୍‌ଘାଟନ

ଭୁବନେଶ୍ୱର: ସିଟି ଓମେନ୍ସ କଲେଜ ନିକଟ ସୌଭାଗ୍ୟ ନଗରଠାରେ ଷ୍ଟାଇଲନ୍‌ ମେକ୍‌ଓଭର୍‌ ୟୁନିସେକ୍ସ ସେଲୁନ୍‌ର ଶୁଭ ଉଦ୍‌ଘାଟନ ହୋଇଯାଇଛି। ଓଲିଉଡ୍‌ର ଷ୍ଟାର୍‌ ଦମ୍ପତି ସବ୍ୟସାଚୀ ଏବଂ ଅର୍ଚ୍ଚିତା ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ସେଲୁନ୍‌ରେ ସୁଲଭ ମୂଲ୍ୟରେ ଉଚ୍ଚକୋଟୀର ସେବା ମିଳି ପାରୁଛି।

ସକାଳ ୮ଟାରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ସମସ୍ତ ସେବା ଉପରେ ୫୦ ପ୍ରତିଶତ ରିହାତି ରହିଛି। ଷ୍ଟାଇଲନ୍‌ର ମାଲିକ ପ୍ରିୟଙ୍କା ପଣ୍ଡା ଏବଂ ପ୍ରବୀନ ଆଚାର୍ଯ୍ୟଙ୍କ କହିବା କଥା, ରାଜଧାନୀରେ ଅନେକ ୟୁନିସେକ୍ସ ସେଲୁନ୍‌ ରହିଥିଲେ ହେଁ ବହୁ ଦିଗରୁ ଷ୍ଟାଇଲନ୍ ସ୍ବତନ୍ତ୍ର। ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ସବୁ ପ୍ରକାରର ସୁବିଧା ରହିଛି। ଆଗକୁ ରଜ ଆସୁଥିବା ବେଳେ ଏହି ସେଲୁନ୍‌ର ସୁଯୋଗ ନେବାକୁ ସେଲୁନ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର