ଚନ୍ଦ୍ରଶେଖରପୁର : ଓଲିଉଡ୍ରେ ଚାଲିଥିବା କାଷ୍ଟିଂ କାଉଚ୍ ଘଟଣାକୁ ନେଇ ଏକ ଚଳଚ୍ଚିତ୍ର ଆସୁଛି। ଯାହାର ନାମ ଦିଆଯାଇଛି ‘ଗୁଡ଼ୁ ଓ ଗୁଡ଼ି’। ଯେଉଁଥିରେ ମୁଖ୍ୟ କଳାକାର ନବାଗତ ହୋଇଥିଲା ବେଳେ ମିହିର ଦାସ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ କାହଣୀ ଦର୍ଶକମାନଙ୍କୁ ମାୟା ନଗରୀର କଥାକଥିତ କାଷ୍ଟିଂ କାଉଚ୍କୁ ପରଦା ଆଗକୁ ଆଣିବା ପାଇଁ ପ୍ରୟାସ କରିଛି। ଆଜି ଏହାର ଅଡିଓ ରିଲିଜ ଅବସରରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ କଳାକାରଙ୍କ ସହ ଅଡ଼ିଓ ରିଲିଜ୍ କରିଥିଲେ।
‘ଗୁଡ଼ୁ ଓ ଗୁଡ଼ି’ର ଅଡିଓ ରିଲିଜ୍
/sambad/media/post_attachments/wp-content/uploads/2018/01/Film-Gudu-Gudi-Audio-Release-pix1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)