ଭୁବନେଶ୍ୱର : ବିଜେବି କଲେଜ ହୀରକ ଜୟନ୍ତୀ ଅବସରରେ ପୂର୍ବତନ ଛାତ୍ର ସଂଘ ଦ୍ୱାରା ଆୟୋଜିତ ଆଜି ଏକ କାର୍ଯ୍ୟକ୍ରମରେ ଡାକ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ ହୋଇଛି। ଓଡ଼ିଶା ମୁଖ୍ୟ ଡାକପାଳ ଏସ୍କେ କାମିଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, କଲେଜ ଅଧ୍ୟକ୍ଷ ପ୍ରସନ୍ନ କୁମାର ମହାନ୍ତି ଓ ସଂଘର ସଭାପତି ଜଗନ୍ନାଥ ମହାପାତ୍ର ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।
ବିଜେବି କଲେଜ ହୀରକ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ
/sambad/media/post_attachments/wp-content/uploads/2018/01/bjb-college.jpg)
/sambad/media/agency_attachments/2024-07-24t043029592z-sambad-original.webp)