ପୁରୁଣା ଭୁବନେଶ୍ୱର : କଳ୍ପନାସ୍ଥିତ ଜିଲ୍ଲା ସବ୍ ରେଜିଷ୍ଟର କାର୍ଯ୍ୟାଳୟ, ଉପଜିଲ୍ଲାପାଳ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟ ସୋମବାରରୁ ଖୋଲିବ। ତହସିଲଦାର ଓ କର୍ମଚାରୀ କରୋନା ସଂକ୍ରମିତ ହେବା ଫଳରେ ଏହି ୩ଟି ସରକାରୀ କାର୍ଯ୍ୟାଳୟକୁ ଆସନ୍ତା ଅଗଷ୍ଟ ୨୧ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା। ତେବେ ୨୨ ଓ ୨୩ତାରିଖ ସଟ୍ଡାଉନ ହୋଇଥିବାରୁ ସୋମବାର କାର୍ଯ୍ୟାଳୟ ଖୋଲିବ।
ଆଜି ଖୋଲିବ ୩ ପ୍ରମୁଖ କାର୍ଯ୍ୟାଳୟ
/sambad/media/post_attachments/wp-content/uploads/2020/08/sub-collector-office-bbsr.jpg)