ମାଟ୍ରିକ୍‌ ପର ସମୟ ବହୁ ଗୁରୁତ୍ବପୂର୍ଣ୍ଣ

ମାଟ୍ରିକ୍‌ ମେଧାବୀମାନଙ୍କୁ ସମ୍ବର୍ଧିତ କରିବାର ପରମ୍ପରା ‘ସମ୍ବାଦ’ ସବୁବେଳେ ବଜାୟ ରଖି ଆସିଛି। ଏହା ମୋ ମତରେ ସବୁଠୁ ଉତ୍ସାହିତ ଓ ଶୃଙ୍ଖଳିତ ଉତ୍ସବ ବୋଲି ମୁଁ କହିବି। ମାଟ୍ରିକ୍‌ ପର ସମୟ ବହୁତ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ପିଲାମାନେ କିଭଳି ଭଲ ଅନୁଷ୍ଠାନରେ ଶିକ୍ଷାଲାଭ କରି ଆଗକୁ ବଢ଼ିବେ, ସେ ଦିଗରେ ଧ୍ୟାନ ଦେବା ଜରୁରୀ ବୋଲି ସେ କହିଥିଲେ। ଜୁପିଟର କଲେଜ୍‌ ସମ୍ପର୍କରେ ସେ ମତ ରଖି କହିଥିଲେ, ଜୁପିଟର ଏକ ଶୃଙ୍ଖଳିତ କଲେଜ। ଏଠାରେ ଶିକ୍ଷା ସହ ନୈତିକତା ଶିକ୍ଷା ଦିଆଯାଉଛି। ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ପାଠ ପଢ଼ାଇବାକୁ ଚେଷ୍ଟା କରାଯାଉଛି।
ଆର୍‌ ଏନ୍‌ ପଣ୍ଡା, ପରାମର୍ଶଦାତା
ଜୁପିଟର କଲେଜ

ସମ୍ବନ୍ଧିତ ଖବର