ଭୁବନେଶ୍ବର: ଦୃଷ୍ଟି ଏଣ୍ଟରଟେନର ଦ୍ବାରା ଆୟୋଜିତ ଜାତୀୟସ୍ତରୀୟ ପ୍ରତିଯୋଗିତା ଇଣ୍ଡିଆ ନେକ୍ସଟ୍ ମାଷ୍ଟରକିଡ୍ ସିଜିନ-୨ରେ ଆହିଲ ମହାନ୍ତି (୪) ଫଟୋଜେନିକ୍ ଫେସରେ ପ୍ରଥମ ସ୍ଥାନ ଅଧିକାର କରି ବିଜେତା ହୋଇଛନ୍ତି। ସେ ଭୁବନେଶ୍ବରର ଅନିଲ ମହାନ୍ତି ଓ ଲିଳାନ୍ଦ୍ରୀ ପଣ୍ଡାଙ୍କ ପୁଅ।

Advertisment

publive-image

ଏହି ପ୍ରତିଯୋଗିତାରେ ସାରା ଦେଶରୁ ୩ ହଜାରରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଆହିଲ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶାର ଗୌରବକୁ ଭାରତୀୟସ୍ତରରେ ପ୍ରତିପାଦିତ କରିପାରିଛନ୍ତି। ସେ ଏବେ ସାଇ ଆଙ୍ଗନ ସ୍କୁଲର କେଜି-୧ ରେ ପଢୁଛନ୍ତି।