ଭୁବନେଶ୍ବର: ସିଲ ହେଲା ଭୁବନେଶ୍ୱରର ଇନ୍ଦ୍ରଧନୁ ମାର୍କେଟ। କୋଭିଡ୍ କଟକଣା ଉଲ୍ଲଂଘନ ଅଭିଯୋଗରେ ରାଜଧାନୀର ଅନ୍ୟତମ ପ୍ରମୁଖ ବଜାର ଇନ୍ଦ୍ରଧନୁ ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ୍ କରିଛି। ରାଜ୍ୟର ସମସ୍ତ ସହରାଞ୍ଚଳରେ ସଟଡାଉନ ବଳବତ୍ତର ଥିବାରୁ ଆଜିଠାରୁ ୩ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ମାର୍କେଟ।
ସୂଚନାଯୟ, ଗତକାଲି ବିଏମସି ସହିଦ ନଗର ଅଞ୍ଚଳରେ ରିଲାଏନ୍ସ ଟ୍ରେଣ୍ଡସ୍ ଶୋ’ରୁମକୁ ସିଲ୍ କରିଥିଲା । ଏହା ପୂର୍ବରୁ ଏପ୍ରିଲ୍ ୨୮ ରେ, ବିଏମସି କୋଭିଡ୍ କଟକଣା ଉଲ୍ଲଂଘନ କରି ମାର୍କେଟ୍ ବିଲଡିଂ, ଭିଏସ୍ଏସ୍ ନଗର ବଜାର ଏବଂ ସହରର ବିଭିନ୍ନ ସ୍ଥାନରେ ଥିବା ଅନେକ ଦୋକାନକୁ ସିଲ୍ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/ID-Market-Sealed_Thumbnail.jpg)