ଭୁବନେଶ୍ୱର: ବାଟୋଇ ସିଷ୍ଟମ୍ସର ଏକ ପ୍ରମୁଖ ଡିଜିଟାଲ ସେବା, ଓଡ଼ିଶା୩୬୦.କମ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହାର ନୂଆ ଇଂଟିଗ୍ରେଟେଡ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହି ଉଦ୍ଘେଟନ କାର୍ଯ୍ୟକ୍ରମ ୨୦୨୫ ଅକ୍ଟୋବର ୧୫ରେ ଅନୁଷ୍ଠିତ ହୋଇଛି। ଏହି ନୂଆ ପ୍ଲାଟଫର୍ମରେ ଓଡ଼ିଶାର ବ୍ୟବସାୟ ଡିରେକ୍ଟୋରି, ବଜାର, ନିଯୁକ୍ତି ତାଲିକା, ଭ୍ରମଣ ବିକଳ୍ପ, କାର୍ଯ୍ୟକ୍ରମ କ୍ୟାଲେଣ୍ଡର ଏବଂ ପବ୍ଲିକେସନକୁ ଏକ ଉପଭୋକ୍ତା-ଅନୁକୂଳ ଡିଜିଟାଲ ବ୍ୟବସ୍ଥାରେ ଏକତ୍ରିତ କରାଯାଇଛି, ଯାହାଦ୍ୱାରା ଉପଭୋକ୍ତାମାନେ ଏସମସ୍ତ ସୁବିଧାକୁ ଗୋଟିଏ ସ୍ଥାନରେ ସହଜରେ ପାଇପାରିବେ।
ଭ୍ରମଣ ଓ କାର୍ଯ୍ୟକ୍ରମ ପାଇଁ ନୂଆ ଇଂଟିଗ୍ରେଟେଡ ପୋର୍ଟାଲର ଶୁଭାରମ୍ଭ
ବାଟୋଇ ସିଷ୍ଟମ୍ସର ଏକ ପ୍ରମୁଖ ଡିଜିଟାଲ ସେବା, ଓଡ଼ିଶା୩୬୦.କମ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହାର ନୂଆ ଇଂଟିଗ୍ରେଟେଡ ପୋର୍ଟାଲର ଶୁଭାରମ୍ଭ କରାଯାଇଛି। ଏହି ଉଦ୍ଘେଟନ କାର୍ଯ୍ୟକ୍ରମ ୨୦୨୫ ଅକ୍ଟୋବର ୧୫ରେ ଅନୁଷ୍ଠିତ ହୋଇଛି।
/sambad/media/media_files/2025/10/15/tapan-2025-10-15-22-39-09.jpg)