ଖଣ୍ଡଗିରି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଚିତ୍ରାଙ୍କନ, ହସ୍ତାକ୍ଷର, ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତା

ଖଣ୍ଡଗିରି: ଖଣ୍ଡଗିରି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର‌ରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ ପ୍ରମୋଦ କୁମାର ସ୍ବାଇଁ, ଶିକ୍ଷୟିତ୍ରୀ ନମିତା ମିଶ୍ର, ମଞ୍ଜୁଶ୍ରୀ ସାହୁ ଓ କାବେରି ଦାସ ପ୍ରମୁଖ ସହଯୋଗ କରିଥିଲେ।

ପ୍ରବନ୍ଧ ଓ ଭାଷାଜ୍ଞାନ ପ୍ରତିଯୋଗିତାରେ ବିଚାରକ ଭାବେ କେ.ସି ପାଢ଼ୀ, ହିମାଦ୍ରୀ ତନୟା ମିଶ୍ର, ସୁରେଶ ବାଇ ସହଯୋଗ କରିଥିଲେ। ସେହିପରି ଚିତ୍ରାଙ୍କନ ଓ ହସ୍ତାକ୍ଷର ପ୍ରତିଯୋଗିତାରେ ବିଚାରକ ଭାବେ ମୀନକେତନ ପଟ୍ଟନାୟକ, ଚନ୍ଦ୍ରଶେଖର ସେଠୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର