ପୁରୁଣା ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୪୪ରେ ବଡ଼ଗଡ଼ ଐତିହ୍ୟ ତୋରଣକୁ ଆଜି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟନ କରିଛନ୍ତି। ପରେ ମନ୍ତ୍ରୀ ଏକ ପାର୍କ ୱାଟର୍ ଫାଉଣ୍ଟେନ୍କୁ ମଧ୍ୟ ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ଅଜିତ ବେହେରା, ଓଡ଼ିଶା କୃଷି ଶିଳ୍ପ ନିଗମର ଉପାଧ୍ୟକ୍ଷ ସନ୍ତୋଷ ବେଜ, ସନ୍ତୋଷ ସିଂହ, ଅମରେଶ ଜେନା, ଚନ୍ଦ୍ରଶେଖର ମଲ୍ଲିଆ, କମିଟି ସଭାପତି ପ୍ରତାପ ଜେନା, ରାସବିହାରୀ ନରେନ୍ଦ୍ର, କୃଷ୍ଣଚନ୍ଦ୍ର ପାତ୍ର, ସମରେଶ ବେଉରା ପ୍ରମୁଖ ଉପସ୍ଥିତ ଥିଲେ।
ବଡ଼ଗଡ଼ ଐତିହ୍ୟ ତୋରଣ ଉଦ୍ଘାଟିତ
/sambad/media/post_attachments/wp-content/uploads/2023/10/fshfhsfshsffh.jpg)