ରାଜଧାନୀରୁ ଧରାପଡ଼ିଲା କୁଖ୍ୟାତ ଲୁଟେରା ଗ୍ୟାଙ୍ଗ: ସୁନା ଚେନ, ମୋବାଇଲ ଓ ମାରଣାସ୍ତ୍ର ଜବତ

ଭୁବନେଶ୍ବର: ରାଜଧାନୀରୁ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ ଧରାପଡ଼ିଛି। ପୁଲିସ ଏହି ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରିଛି। ଦୀର୍ଘଦିନ ଧରି ରାଜଧାନୀରେ ଚୋରି, ଲୁଟ ଓ ଛିନତାଇ କରୁଥିଲେ। ଏମାନେ ଚୋରି ଗାଡ଼ିରେ ଅପରାଧ ଭିଆଉଥିଲେ ବୋଲି ଜଣାଯାଇଛି।

ସେମାନଙ୍କ ପାଖରୁ ସୁନା ଚେନ, ମୋବାଇଲ ଓ ମାରଣାସ୍ତ୍ର ଜବତ କରାଯାଇଛି। ଲୁଟେରାମାନେ ମୋବାଇଲରେ ଗପିଯାଉଥିବା ବ୍ୟକ୍ତିଙ୍କଠାରୁ ମୋବାଇଲ ଛଡ଼ାଇନେଉଥିଲେ। ତା ସହିତ ପଥିକଙ୍କ ବେକାରୁ ସୁନା ଚେନ ଝାମ୍ପି ନେଉଥିଲେ। ଏନେଇ ଡିସିପି ଅଧିକ ପ୍ରତିକ୍ରିୟା ଦେବେ। ଏହାପରେ ଏସଂପର୍କରେ ଅଧିକ ତଥ୍ୟ ଜଣାପଡ଼ିବ।

ସମ୍ବନ୍ଧିତ ଖବର