ଭୁବନେଶ୍ବର: ନୂଆପଲ୍ଲୀ ଥାନା ପୁଲିସ ୟୁନିଟ୍-୪ ଖାରବେଳନଗର ଅଞ୍ଚଳର ମିଲୁ ବେହେରା(୩୯), ରାଜା ମହାଳିକ(୨୦), ୟୁନିଟ୍-୯ ଯୁଧିଷ୍ଠିର ବସ୍ତିର ଲିଙ୍ଗରାଜ ବେହେରା(୨୨) ଏବଂ ବୁନୁ ଚରଣ ଦାସ(୩୯)ଙ୍କୁ ଗିରଫ କରି ସେମାନଙ୍କଠାରୁ ୧୦ ସାଇକେଲ ଜବତ କରିଛି। ଭରତପୁର ଥାନା ପୁଲିସ ରାହୁଲ୍ ନାୟକ(୧୮) ଓ ନବ ନାୟକ(୨୪)କୁ ଗିରଫ କରି ସେମାନଙ୍କଠାରୁ ୪ ବାଇକ୍ ଜବତ କରିଛି।
କ୍ୟାପିଟାଲ୍ ଥାନା ପୁଲିସ ଚିତ୍ତରଂଜନ ନାଏକ(୩୦)କୁ ଗିରଫ କରି ତା’ଠାରୁ ୭ଟି ମୋବାଇଲ୍ ଜବତ କରିଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/arrest.jpg)