ରାଜରତନ ପକ୍ଷରୁ ଲକି ଡ୍ର

ଭୁବନେଶ୍ବର: ଶ୍ରୀୟାଛକ ସ୍ଥିତ ରାଜରତନ ଫ୍ୟାମିଲ୍‌ ଫ୍ୟାସନ୍‌ ଷ୍ଟୋର୍‌ ପକ୍ଷରୁ ଗ୍ରାହକ ସ୍କିମ୍‌ ‘ପାର୍ଟିିସିପେଟ୍‌ ଇନ୍‌ କଣ୍ଟେଷ୍ଟ’ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା ଗ୍ରାହକମାନଙ୍କୁ ନେଇ ଆଜି ଲକି ଡ୍ର ହୋଇଯାଇଛି। ଏଥିରେ ଝାରପଡ଼ାର ସୁରେଖା ମିଶ୍ର ପ୍ରଥମ ପୁରସ୍କାର ଭାବେ ସ୍କୁଟର ପାଇଛନ୍ତି।

ସେହିପରି ଅଂଶଗ୍ରହଣ କରିଥିବା ଅନ୍ୟ ଗ୍ରାହକମାନେ ଲାପଟପ୍‌, ଟିଭି, ସ୍ମାର୍ଟ ଫୋନ୍‌, ଲଗେଜ୍‌ ବ୍ୟାଗ୍‌, ବ୍ୟାଗପାକ୍ସ ସମେତ ଅନେକ ପୁରସ୍କାର ଜିତିଥିଲେ। କାର୍ଯ୍ୟକ୍ରମରେ ପ୍ରଶାସକ ପାର୍ଥ ସାରଥୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ହଜାରିମଲ୍ଲ ମୁନ୍ଦ୍ରା, ବିଶ୍ବ ପ୍ରକାଶ ମୁନ୍ଦ୍ରା, ଅନିଲ କୁମାର ମୁନ୍ଦ୍ରା ପ୍ରମୁଖ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର