ଖଣ୍ଡଗିରି: ପୋଖରୀପୁଟ ଲିଙ୍ଗରାଜବିହାର ଜଗନ୍ନାଥ ମନ୍ଦିର ପରିସରରେ ମଧୁସୂଦନ ପାର୍କ ପ୍ରାତଃ ଭ୍ରମଣକାରୀ ସଂଘର ମାସିକ ଆଲୋଚନାଚକ୍ର ସଭାପତି ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ନିଶା ନିବାରଣ ସମ୍ପର୍କରେ ସଚେତନତା ସୃଷ୍ଟି ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ସମ୍ପାଦକ ଲକ୍ଷ୍ମୀନାରାୟଣ ପାଢ଼ୀ ବିବରଣୀ ପାଠ କରିଥିଲେ। ଉପଦେଷ୍ଟା ପଠାଣି ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ପରିପ୍ରେକ୍ଷୀରେ ‘ସହଯୋଗ’ର ସଭାପତି ବାଇଧର ପାତ୍ରଙ୍କୁ ୭୬ତମ ଜନ୍ମଦିବସରେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ହର୍ଷବର୍ଦ୍ଧନ ଉଦ୍ଗାତା, ରମେଶ ଚନ୍ଦ୍ର ପାତ୍ର, ତରଣୀସେନ ନାୟକ, ନାରାୟଣ କର, ଶିଶିର ଦାସ, ବାଳକୃଷ୍ଣ ପ୍ରହରାଜ, ରମାକାନ୍ତ ସାହୁ, ପ୍ରବୀର କୁମାର ମହାପାତ୍ର, ହାଡ଼ିବନ୍ଧୁ ସାହୁ, ସୁଦର୍ଶନ ମହାଳିକ, ରଘୁନାଥ ପରିଡ଼ା, ରମାକାନ୍ତ ସାହୁ, ସୀମାଞ୍ଚଳ ପାଢ଼ୀ, ପ୍ରଭାକର ସାହୁ ଓ ନିରଞ୍ଜନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। କୃଷ୍ଣପ୍ରସାଦ ଜେନା ଧନ୍ୟବାଦ ଦେଇଥିଲେ।
ମଧୁସୂଦନ ପାର୍କ ପ୍ରାତଃ ଭ୍ରମଣକାରୀ ସଂଘର ଆଲୋଚନାଚକ୍ର
ପୋଖରୀପୁଟ ଲିଙ୍ଗରାଜବିହାର ଜଗନ୍ନାଥ ମନ୍ଦିର ପରିସରରେ ମଧୁସୂଦନ ପାର୍କ ପ୍ରାତଃ ଭ୍ରମଣକାରୀ ସଂଘର ମାସିକ ଆଲୋଚନାଚକ୍ର ସଭାପତି ନିର୍ମଳ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପରିବେଶ...
/sambad/media/media_files/2025/08/15/untitled-5-2025-08-15-08-18-47.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)