ଭୁବନେଶ୍ୱର: ମର୍ଣ୍ଣିଂ ଓ୍ଵାକ୍‌ ବେଳେ ଚଢ଼ିଗଲା କାର,ସଚିବାଳୟ କର୍ମଚାରୀ ମୃତ

ଭୁବନେଶ୍ୱର: ଆଜି ଭୋର ୫ଟା ବେଳେ ମର୍ଣ୍ଣି ଓ୍ଵାକ୍‌ କରୁଥିବା ବେଳେ ଜଣେ ବ୍ୟକ୍ତିଙ୍କ ଉପରେ ଦୃତଗତିରେ ଆସୁଥିବା ଏକ କାର ଚଢ଼ିଯାଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି। ମୃତ ବ୍ୟକ୍ତିଜଣକ ସଚିବାଳୟର ଜଣେ କର୍ମଚାରୀ ବୋଲି ଜଣାପଡ଼ିଛି।  ଏହି ଦୁର୍ଘଟରା ଭିମଟାଙ୍ଗୀ ଅଞ୍ଚଳରେ ଘଟିଛି।

ସମ୍ବନ୍ଧିତ ଖବର