ହିମାଂଶୁ ଶେଖର ସାହୁଙ୍କୁ ମ୍ୟାନ୍‌ ଅଫ୍‌ ଦ ମିସନ୍‌ ଆୱାର୍ଡ-୨୦୨୨ ସମ୍ମାନ

ଭୁ‌ବନେଶ୍ବର: ଆଜି ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କୁ ଇଣ୍ଡସ୍‌ ଭ୍ୟାଲି ଟାଇମ୍‌ସ ତରଫରୁ ଭୁବନେଶ୍ୱର ସହିଦନଗରସ୍ଥିତ ହୋଟେଲ ଏମ୍ପାୟାର ଠାରେ ନ୍ୟୁ ଓଡ଼ିଶା ଭାଇବ୍ରାଣ୍ଟ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କୁ ମ୍ୟାନ୍‌ ଅଫ୍‌ ଦ ମିସନ୍‌ ଆୱାର୍ଡ-୨୦୨୨ ସମ୍ମାନ ପ୍ରଦାନ କରଯାଇଛି ଏବଂ ଏହି ଆୱାର୍ଡ ଓଡିଶାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଓ ଓଡିଶାର ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ଓ ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଯୁଗଳ ମହାପାତ୍ର ଏବଂ ବହୁ ମାନ୍ୟଗଣ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା

ସମ୍ବନ୍ଧିତ ଖବର