ଏପ୍ରିଲ ୧୨ରେ ସମୂହ ବ୍ରତୋପନୟନ

ଭୁବନେଶ୍ୱର : ମା’ ତାରିଣୀ ବୈଦିକ ବ୍ରହ୍ମଣ ସମିତି ପକ୍ଷରୁ ସମୂହ ବ୍ରତୋପନୟନ କାର୍ଯ୍ୟକ୍ରମ ଆସନ୍ତା ଏପ୍ରିଲ୍‌ ୧୨ ତାରିଖରେ ଅନୁଷ୍ଠିତ ହେବ। ସହିଦନଗରସ୍ଥିତ ବାବା ଆଖଣ୍ଡଳମଣି ମନ୍ଦିର ପରିସରରେ ବିନା କୌଣିସ ଶୁଳ୍କରେ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ସୁଯୋଗ ନେବା ପାଇଁ ସମିତି ପକ୍ଷରୁ ଅନୁରୋଧ କରାଯାଇଛି। ଏ ସଂପର୍କରେ ଅଧିକ ଜାଣିବା ପାଇଁ ଫୋନ୍‌ ନମ୍ବର ୯୮୬୧୮୧୨୭୭୫ କିମ୍ବା ୯୭୭୬୪୧୯୩୦୨ରେ ଯୋଗାଯୋଗ କରିବାକୁ ସମିତିର ସଭାପତି ଓ ସଂପାଦକ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର