ଭୁବନେଶ୍ୱର : ସୋମବାର ପାଳିତ ହେବ ହୋଲି। ତାହାକୁ ନଜରରେ ରଖି ଆସନ୍ତା କାଲି ପ୍ରଥମାର୍ଧରେ ‘ମୋ ବସ୍’ ସେବା ବନ୍ଦ ରହିବ। ତେବେ ଅପରାହ୍ଣ ୩ଟାରୁ ପୁଣି ଥରେ ଏହି ସେବା ଆରମ୍ଭ ହେବ। ମାଷ୍ଟରକ୍ୟାଣ୍ଟିନରେ ଥିବା ପାସ୍ କାଉଣ୍ଟର୍ ଆସନ୍ତାକାଲି ବନ୍ଦ ରହିବ ବୋଲି କ୍ରୁଟ ପକ୍ଷରୁ ଟ୍ୱିଟ୍ ଯୋଗେ ଆଜି ସୂଚନା ଦିଆଯାଇଛି।
ଆଜି ପ୍ରଥମାର୍ଦ୍ଧରେ ଗଡ଼ିବନି ମୋ ବସ
/sambad/media/post_attachments/wp-content/uploads/2019/10/mo-bus.jpg)