ଭୁବନେଶ୍ୱର : ଆଜିଠାରୁ ସମସ୍ତ ରୁଟ୍ରେ ‘ମୋ ବସ’ ଚଳାଚଳ କରିବ। ପୂର୍ବରୁ ୧୪୪ଟି ବସ୍ ଚାଲୁଥିବା ବେଳେ ଏଣିକି ୧୫୯ଟି ଚାଲିବ। ସୂଚନାଯୋଗ୍ୟ, କରୋନା ସଂକ୍ରମଣ ସାମାନ୍ୟ କମିବା ପରେ ମେ’ ୨୬ରେ ପ୍ରଥମ ପର୍ଯ୍ୟାୟରେ ୭ଟି ରୁଟ୍ରେ ୪୦ଟି ବସ ଚାଲିଥିଲା। ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇ ଏବେ ୨୨ଟି ରୁଟ୍ରେ ୧୪୪ଟି ବସ ଚାଲୁଛି। ସୋମବାରଠାରୁ ୨୩ଟି ରୁଟରେ ୧୫୯ଟି ବସ ଚାଲିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି।
ଆଜିଠାରୁ ସବୁ ରୁଟ୍ରେ ଚାଲିବ ‘ମୋ ବସ’
/sambad/media/post_attachments/wp-content/uploads/2020/12/Mo-bus.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)