ବିଦ୍ୟୁତ ବିଲ ପୈଠ କରିବା ହେଲା ସହଜ,‘ସେସୁ’ର ମୋବାଇଲ ଆପ୍ ‘ସେସୁ କନେକ୍ଟ’ ଲୋକାର୍ପିତ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେସୁ ପକ୍ଷରୁ ଆଜି ଏକ ମୋବାଇଲ ଆପ୍ ଲୋକାର୍ପିତ ହୋଇଛି । ଏହି ‘ସେସୁ କନେକ୍ଟ’ ଆପକୁ ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଲୋକାର୍ପଣ କରିଛନ୍ତି । ଏହି ଆପ୍‌ରେ ଡିଜିଟାଲ ମାଧ୍ୟମରେ ଗ୍ରାହକ ବିଦ୍ୟୁତ ବିଲ ପୈଠ କରିପାରିବେ । ଆପ୍‌ରେ ମଧ୍ୟ ଗ୍ରାହକ ନିଜର ସୁବିଧା ଅସୁବିଧା ଜଣାଇପାରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.