ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେସୁ ପକ୍ଷରୁ ଆଜି ଏକ ମୋବାଇଲ ଆପ୍ ଲୋକାର୍ପିତ ହୋଇଛି । ଏହି ‘ସେସୁ କନେକ୍ଟ’ ଆପକୁ ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଲୋକାର୍ପଣ କରିଛନ୍ତି । ଏହି ଆପ୍ରେ ଡିଜିଟାଲ ମାଧ୍ୟମରେ ଗ୍ରାହକ ବିଦ୍ୟୁତ ବିଲ ପୈଠ କରିପାରିବେ । ଆପ୍ରେ ମଧ୍ୟ ଗ୍ରାହକ ନିଜର ସୁବିଧା ଅସୁବିଧା ଜଣାଇପାରିବେ ।
ବିଦ୍ୟୁତ ବିଲ ପୈଠ କରିବା ହେଲା ସହଜ,‘ସେସୁ’ର ମୋବାଇଲ ଆପ୍ ‘ସେସୁ କନେକ୍ଟ’ ଲୋକାର୍ପିତ
/sambad/media/post_attachments/wp-content/uploads/2020/01/Electrical_and_Power_Systems.jpg)