ଭୁବନେଶ୍ବର : ଇସ୍କନ ତରଫରୁ କରାଯାଉଥିବା ବାହୁଡ଼ା ଯାତ୍ରାର ଭିଡ଼ ମଧ୍ୟରୁ ୪ଟି ମୋବାଇଲ ସମେତ ଗୋଟିଏ ସୁନା ଚେନ ଚୋରି ହୋଇଥିବା ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ ରଖି ତଦନ୍ତ ଆରମ୍ଭ କରିଛି। ନୂଆପଲ୍ଲୀ ଅଞ୍ଚଳର ସ୍ମରଣିକା ସାହୁଙ୍କ ବ୍ୟାଗରୁ ସୁନାଚେନ, ମୋବାଇଲ, ପ୍ୟାନ କାର୍ଡ, ଏଟିଏମ କାର୍ଡ ଆଦି ଚୋରି ହୋଇଯାଇଥିବା ନୂଆପଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଅଭିଯୋଗ ରଖି ତଦନ୍ତ ଆରମ୍ଭ କରିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp