ଭୁବନେଶ୍ବର: ବୋମା ନିଷ୍କ୍ରିୟ ଓ ଆତଙ୍କବାଦୀଙ୍କୁ କେମିତି ମୁକାବିଲା କରାଯିବ ସେନେଇ ଭୁବନେଶ୍ବର ରେଳ ଷ୍ଟେସନରେ ଗୁରୁବାର ମକ୍ ଡ୍ରିଲ ଚାଲିଥିଲା ।
ଏସଓଜି ଯବାନ, ଆରପିଏଫ ଓ ଜିଆରପି ପକ୍ଷରୁ ଏହି ମକ ଡ୍ରିଲ ହୋଇଥିଲା । ଅପ୍ରୀତିକର ପରିସ୍ଥିତି ମୁକାବିଲା ପାଇଁ ମକ୍ ଡ୍ରିଲ କରିଥିଲେ ଯବାନ । ବୋମା ନିଷ୍କ୍ରିୟ ଓ ଆତଙ୍କବାଦୀଙ୍କୁ କିପରି ମୁକିବାଲ କରାଯିବ ସେନେଇ ମକଡ୍ରିଲ କରାଯାଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/5de868f0-2e57-40b3-98e5-d2f66cc8a8b3-750x430-1.jpg)