ଭୁବନେଶ୍ବର: ବୋମା ନିଷ୍କ୍ରିୟ ଓ ଆତଙ୍କବାଦୀଙ୍କୁ କେମିତି ମୁକାବିଲା କରାଯିବ ସେନେଇ ଭୁବନେଶ୍ବର ରେଳ ଷ୍ଟେସନରେ ଗୁରୁବାର ମକ୍ ଡ୍ରିଲ ଚାଲିଥିଲା ।

Advertisment

ଏସଓଜି ଯବାନ, ଆରପିଏଫ ଓ ଜିଆରପି ପକ୍ଷରୁ ଏହି ମକ ଡ୍ରିଲ ହୋଇଥିଲା । ଅପ୍ରୀତିକର ପରିସ୍ଥିତି ମୁକାବିଲା ପାଇଁ ମକ୍ ଡ୍ରିଲ କରିଥିଲେ ଯବାନ । ବୋମା ନିଷ୍କ୍ରିୟ ଓ ଆତଙ୍କବାଦୀଙ୍କୁ କିପରି ମୁକିବାଲ କରାଯିବ ସେନେଇ ମକଡ୍ରିଲ କରାଯାଇଥିଲା ।