ଭୁବନେଶ୍ବର: ବିଧାନସଭାରେ ମହିଳା କମିସନ୍ ପ୍ରସଂଗରେ ବିଜେଡି ବିଧାୟକ ଉମା ସାମନ୍ତରାୟଙ୍କ ପ୍ରଶ୍ନରେ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ମନ୍ତ୍ରୀ ବାସନ୍ତୀ ହେମ୍ରମ୍ ଉତ୍ତର ରଖି କହିଛନ୍ତି ଯେ ‘ମହିଳା କମିସନ ଗଠନ ହେବା ପରଠୁ ୭୭ ହଜାର ୫୬୯ ଗୋଟି ମାମଲା ଦାଖଲ ହୋଇଛି। ସେ ମଧ୍ୟରୁ ୭୦ ହଜାର ୨୮୧ ଟି ମାମଲାର ଫଇସଲା ହୋଇଛି। ମାତ୍ର ଏବେ ବି ଆହୁରି ୭୨୮୮ ଗୋଟି ମାମଲା ମହିଳା କମିସନଙ୍କ ନିକଟରେ ଗଡ଼ୁଛି। ଏହି ସବୁ ମାମଲା ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ସମାଧାନ ହୋଇ ପାରୁ ନଥିବା ସୂଚନା ରହିଛି।’
ମହିଳା କମିସନରେ ଗଡ଼ୁଛି ୭ ହଜାରରୁ ଉର୍ଦ୍ଧ୍ବ ମାମଲା
/sambad/media/post_attachments/wp-content/uploads/2022/07/1647368094_1644603585_odisha-legislative-assembly.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)