ଭୁବନେଶ୍ୱର: ପର୍ଯ୍ୟଟକଙ୍କ ଲାଗି ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ କେନ୍ଦ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସନ୍ତା ଅକ୍ଟୋବର ୪ରୁ ଖୋଲିବ। ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନ ଖୋଲିବା ନେଇ ନନ୍ଦନକାନନର ଉପନିର୍ଦ୍ଦେଶକ ବିମଳ ଚନ୍ଦ୍ର ଆଚାର୍ଯ୍ୟ ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ ମହାମାରୀ ଯୋଗୁଁ ଗତ ମାର୍ଚ୍ଚ ମାସଠାରୁ କଟକଣା ଲାଗୁ ହେବା ପରେ ନନ୍ଦନକାନନ ବନ୍ଦ ରହିଛି। ତେବେ ନନ୍ଦନକାନନକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ନେଇ ଏପର୍ଯ୍ୟନ୍ତ ଗାଇଡଲାଇନ ଘୋଷଣା କରାଯାଇ ନାହିଁ।
ଅକ୍ଟୋବର ୪ରୁ ପର୍ଯ୍ୟଟକଙ୍କ ଲାଗି ପୁଣି ଖୋଲିବ ନନ୍ଦନକାନନ
/sambad/media/post_attachments/wp-content/uploads/2020/09/55-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)