ନନ୍ଦନକାନନ ସିଂହ ପିଛାନର ଅବସ୍ଥା ସୁଧୁରିଛି

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏସୀୟ ସିଂହ ପିଛାନ(୨୧)ର ଅବସ୍ଥା ସୁଧୁରିଛି। ତାକୁ ଜନ୍ତୁରକ୍ଷକମାନେ ହାତରେ ଚିକେନ୍ ଖୁଆଇବା ସହ ଶକ୍ତବର୍ଦ୍ଧକ ଔଷଧ ଖୁଆଇବାରୁ ସେ ଶକ୍ତି ଫେରି ପାଇଛି। ଧୀରେ ଧୀରେ ଛିଡ଼ା ହେବା ସହ ଚାଲୁଛି। ସୂଚନାଯୋଗ୍ୟ, ସେ ଗତ ୨୩ ତାରିଖରୁ ବାର୍ଧକ୍ୟ କାରଣରୁ ପୀଡ଼ିତ ହୋଇ ଗୁରତର ହୋଇଥିଲା।

ସମ୍ବନ୍ଧିତ ଖବର