ଦାୟିତ୍ବ ନେଲେ ଅତିରିକ୍ତ ପୁଲିସ କମିସନର ନିତିଶେଖର

niti shekhar additional commissioner of police took charge

ଭୁବନେଶ୍ବର : ନବ ନିଯୁକ୍ତ ଅତିରିକ୍ତ ପୁଲିସ କମିସନର ନିତିଶେଖର ସୋମବାର ଦିନ କମିସନରେଟ ପୁଲିସ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏହାପରେ ସେ ପୁଲିସ କମିସନରଙ୍କୁ ଭେଟିଛନ୍ତି। ସେହିପରି ଶ୍ରୀ ଶେଖରଙ୍କୁ ବରିଷ୍ଠ ପୁଲିସ ଅଧିକାରୀମାନେ ଭେଟି ସ୍ବାଗତ ଜଣାଇଛନ୍ତି। ସେ ପୂର୍ବରୁ ନୟାଗଡ଼, କେନ୍ଦ୍ରାପଡ଼ା, ବାଲେଶ୍ବର ଏସ୍‌ପି ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି।

ସମ୍ବନ୍ଧିତ ଖବର