ପରଦା: ପୁରୁଣା ଗୀତ, ନୂଆ ଚଳଚ୍ଚିତ୍ର

ପରଦାକୁ ଓହ୍ଲାଇଛି ଏବର୍ଷର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ମୁଁ ପରଦେଶୀ ଚଢ଼େଇ’। ଅର୍ଧେନ୍ଦୁ ଓ ଅନୁଭାଙ୍କ ଅଭିନୀତ ଏହି ଓଡ଼ିଆ ଚଳଚ୍ଚିତ୍ରର ଗୀତ ତୋଫା ଚାନ୍ଦିନୀ.. ସୋସିଆଲ୍‌ ମିଡିଆରେ ଚର୍ଚ୍ଚାରେ ରହିଥିବା ବେଳେ ପ୍ରଥମଥର ପାଇଁ ଗୀତିକାର ସ୍ବର୍ଗତ ନିଜାମ୍‌ଙ୍କ ପୁଅ ଅସାଦ ନିଜାମ ସଂଗୀତ ନିର୍ଦେଶନା ଭାର ବହନ କରିଛନ୍ତି। କେ. ମୁରଲୀକ୍ରିଷ୍ଣା ଏହାର ନିର୍ଦେଶନା ଦେଇଥିବା ବେଳେ ଅର୍ଧେନ୍ଦୁଙ୍କୁ ଏଥିରେ ଏକ ପାଗଳ ପ୍ରେମୀ ଚରିତ୍ରରେ ଦେଖିବାକୁ ମିଳିଛି। ଅର୍ଧେନ୍ଦୁଙ୍କର ଏହା ୪ର୍ଥ ଚଳଚ୍ଚିତ୍ର ହୋଇଥିଲେ ହେଁ ଏଥିରେ ତାଙ୍କର ନିଆରା ଚରିତ୍ର ଦର୍ଶକଙ୍କ ଦ୍ବାରା ଆଦୃତ ହୋଇଛି।

ସମ୍ବନ୍ଧିତ ଖବର