ଘରେ ପହଞ୍ଚିବ ଆମିଷ

ଭୁବନେଶ୍ବର : ଶନିବାର ଓ ରବିବାର ସଟ୍‌ଡାଉନ୍‌ କରାଯାଉଛି। ତାହାକୁ ଦୃଷ୍ଟିରେ ରଖି ଭୁବନେଶ୍ବର ଲୋକଙ୍କ ନିକଟରେ ଆମିଷ ସାମଗ୍ରୀ ଯଥା ଅଣ୍ଡା, କୁକୁଡ଼ା ମାଂସ, ମାଛ ଓ ଚିଙ୍ଗୁଡ଼ି ପହଞ୍ଚାଇବା ଦିଗରେ ପଦକ୍ଷେପ ନିଆଯାଇଛି। ଭୁବନେଶ୍ବରସ୍ଥିତ ଓପୋଲ୍‌ଫେଡ୍‌ ଓ ଚିଲିକା ଫ୍ରେସ୍‌ ବିକ୍ରୟ କେନ୍ଦ୍ର ମାଧ୍ୟମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯିବ। ଗ୍ରାହକମାନେ ‘ହୋମ ଡେଲିଭରି’ ଅର୍ଡର ପାଇଁ ନିମ୍ବ ନମ୍ବରରେ ଯୋଗାଯୋଗ କରିପାରିବେ।

ଚିଲିକା ଫ୍ରେସ୍‌ର ନମ୍ବର ଜେନେରାଲ ମ୍ୟାନେଜର: ୭୮୯୪୯୨୧୫୩୭
ଶିରିପୁର ଚିଲିକା ‌ଫ୍ରେସ୍‌: ୯୦୪୦୧୪୪୦୬୫
ସିଆର୍‌ପି ଚିଲିକା ଫ୍ରେସ୍‌: ୯୦୪୦୭୧୧୫୬୬
ସହିଦନଗର ଚିଲିକା ଫ୍ରେସ୍‌: ୯୮୬୧୫୧୧୧୯୮
ସହିଦନଗର ଓପୋଲ୍‌ଫେଡ୍‌: ୮୪୮୦୨୨୬୦୮୬/ ୯୯୩୮୨୮୮୪୬୮
ଆଇଆରସି ଭିଲେଜ୍‌ ଓପୋଲଫେଡ୍‌: ୮୪୮୦୨୨୮୦୫୩/୯୪୩୯୩୪୯୫୨୧
ଓୟୁଏଟି ଓପୋଲଫେଡ୍‌: ୭୮୭୩୦୦୯୬୧୯/ ୭୮୭୩୫୫୮୮୩୩
ଚନ୍ଦ୍ରଶେଖରପୁର ଓପୋଲଫେଡ୍‌: ୯୮୬୧୦୯୨୧୩୮/ ୯୦୪୦୫୧୬୪୯୬

ସମ୍ବନ୍ଧିତ ଖବର