ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଲଣ୍ଡନରେ ପହଞ୍ଚିବ ପଟ୍ଟଚିତ୍ର ଫେସନ୍‌

ଭୁବନେଶ୍ୱର: ଦରିଆ ସେପାରିରେ ଶୋଭା ପାଇବ ପଟ୍ଟଚିତ୍ର। ଅନ୍ତର୍ଜାତୀୟ ବଜାରରେ ନୂଆ ରୂପରେ ଉଭା ହେବ ଓଡ଼ିଶାର ସମୃଦ୍ଧ କଳା ପଟ୍ଟଚିତ୍ର। ଲଣ୍ଡନରେ ଆୟୋଜିତ ହେବାକୁ ଯାଉଥିବା ‘ଇଣ୍ଡିଆ ଫେସନ୍‌ ଓ୍ଵିକ୍‌’ରେ ଶୋଭା ବର୍ଧନ କରିବ ପଟ୍ଟଚିତ୍ରର ଇଣ୍ଡୋ-େଓ୍ଵଷ୍ଟର୍ଣ୍ଣ ପୋଷାକ। ଡଲିଜ୍‌ କାସ୍‌ବାର…
ଅଧିକ ଖବର ଦେଖନ୍ତୁ...

ଡଙ୍ଗା ଭସା ହେବ କେମିତି?

ପୁରୁଣା ଭୁବନେଶ୍ୱର: ଦିନ କେଇଟା ପରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ବିନ୍ଦୁସାଗରରେ ଡଙ୍ଗା ଭସାଇବା ସହ ଗାଧୋଇବା ପାଇଁ ଏଠାରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବ। କିନ୍ତୁ ପୋଖରୀର ଅବ୍ୟବସ୍ଥା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଜଳର ଅବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ମୃତ ଇଂଜିନିୟରିଂ ଛାତ୍ର ଋଷିଙ୍କ ମା’ଙ୍କୁ ଭେଟିଲା ବିଜେପି ଲିଗାଲ୍‌ ସେଲ୍‌

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଋଷି ହତ୍ୟାକାଣ୍ଡ ଘଟଣାର ତଦନ୍ତରେ ଶୀଥିଳତା ଦେଖାଦେଇଥିବା ବିଜେପି ଲ’ ଆଣ୍ଡ ଲିଗାଲ ଆଫାୟାର୍ସ ବିଭାଗ ପକ୍ଷରୁ କୁହାଯାଇଛି। ତେଣୁ ଋଷି ହତ୍ୟାକାଣ୍ଡର ତଦନ୍ତ ପ୍ରକ୍ରିୟାକୁ ତୋରାନ୍ଵିତ କରିବା ପାଇଁ ବିଜେପି ଲିଗାଲ ସେଲ୍‌ ଅଣ୍ଟା ଭିଡ଼ିଛି। ତେଣୁ ଲିଗାଲ୍‌ ସେଲ୍‌ରୁ…
ଅଧିକ ଖବର ଦେଖନ୍ତୁ...

ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାକୁ ଆହ୍ଵାନ

ଭୁବନେଶ୍ୱର: ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସାଂସ୍କୃତିକ ଓ କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ ଆଜି ରବୀନ୍ଦ୍ର ମଣ୍ଡପ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଏଥିରେ ଅତିଥି ଭାବେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଶୋକ କୁମାର ମୀନା, ଛୋଟରାୟ ମୁର୍ମୁ, ନନ୍ଦକିଶୋର ସେଠୀ ଓ ଅତିରିକ୍ତ…
ଅଧିକ ଖବର ଦେଖନ୍ତୁ...

ଦୁଇଦିନ ହେଲା ଶିଶୁର ପତ୍ତା ମିଳୁନ

ବାଲିପାଟଣା: ବାଲିପାଟଣା ଥାନା ଅନ୍ତର୍ଗତ ପଇଡ଼ପାଟଣା ଗ୍ରାମର ଶ୍ରୀଶାନ୍ତ କୁମାର ସାହୁ(୫)ନାମକ ଜଣେ ଶିଶୁ ଗତ ଶନିବାରଠାରୁ ନିଖୋଜ ଅଛି। ପରିବାର କିମ୍ବା ଗ୍ରାମବସୀ ଶିଶୁଟିର ପତ୍ତା ପାଉନାହାନ୍ତି। ଶିଶୁଟି ନିଖୋଜ ରହିଛି କି ତାକୁ ଅପହରଣ କରାଯାଇଛି ସେ ନେଇ ସ୍ଥାନୀୟ ଅଞ୍ଚଳବାସୀ ଏବେ…
ଅଧିକ ଖବର ଦେଖନ୍ତୁ...

ଯୁବକଙ୍କ ବେକରେ ଛୁରି ଲଗାଇ ଲୁଟ

ଭୁବନେଶ୍ୱର: ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରୁ ଜେଣ ଯୁବକଙ୍କ ବେକରେ ଛୁରି ଲଗାଇ ୩ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଲୁଟ୍‌ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ୨ଜଣ ଲୁଟେରାଙ୍କୁ ଗିରଫ କରିଛି। ପୁଲିସ ସେମାନଙ୍କଠାରୁ ୨ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେମାନେ ହେଲେ କେଦାରପଲ୍ଲୀ ଅଞ୍ଚଳର ବିଜୁ…
ଅଧିକ ଖବର ଦେଖନ୍ତୁ...

ଶିଶୁଭବନ ପରିସରରେ ଉଚ୍ଛେଦ ହେଲା ଜବରଦଖଲ

ଭୁବନେଶ୍ୱର: ମିଳିତ ଉଚ୍ଛେଦକାରୀ ଦଳ ପକ୍ଷରୁ ଆଜି ଶିଶୁଭବନ ପରିସରରେ ଥିବା ଜବରଦଖଲ ଉଚ୍ଛେଦ କରାଯାଇଛି। ଶିଶୁଭବନ ପରିସରରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପୁଷ୍ଟିସାଧାନ କେନ୍ଦ୍ର ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ରହିଛି। ତେବେ ଶିଶୁଭବନର ଅଧିକାଂଶ ସ୍ଥାନ ଜବରଦଖଲରେ ରହିଥିବାରୁ ଏଥିପାଇଁ…
ଅଧିକ ଖବର ଦେଖନ୍ତୁ...

ସୂର୍ଯ୍ୟକାନ୍ତ ମିଶ୍ର ‘ଗୌରବ ସମ୍ମାନ’ରେ ସମ୍ମାନିତ

ଭୁବନେଶ୍ୱର: ଓମ୍‌ ଶ୍ରୀ ମୋସନ ପିକ୍‌ଚର ପକ୍ଷରୁ ମୁମ୍ବାଇରେ ଅନୁଷ୍ଠିତ ଉତ୍ସବରେ ବୃତ୍ତିଗତ ଜୀବନରେ ନିଜର ଉତ୍ସର୍ଗୀକୃତ ଓ ଉଲ୍ଲେଖଯୋଗ୍ୟ କାର୍ଯ୍ୟ ଦକ୍ଷତା ପାଇଁ ମାଗ୍‌ମା ଫାଇନାନ୍ସର ଏଭିପି(କର୍ପୋରେଟ ବିଭାଗ) ସୂର୍ଯ୍ୟକାନ୍ତ ମିଶ୍ରଙ୍କୁ ଚଳିତ ବର୍ଷର ‘ଗୌରବ ସମ୍ମାନ’ରେ ସମ୍ବର୍ଦ୍ଧିତ…
ଅଧିକ ଖବର ଦେଖନ୍ତୁ...

ଏଲଆଇସିର ନୂତନ ଜୋନାଲ୍‌ ଓ ଡିଭିଜନ୍‌ କାର୍ଯ୍ୟାଳୟ ଖୋଲିବାକୁ ଦାବି

ଭୁବନେଶ୍ୱର: ଓଡ଼ିଶାରେ ରହିଥିବା ଜୀବନ ବୀମା ନିଗମ (ଏଲଆଇସି)ର ସମସ୍ତ ବୀମାଭୁକ୍ତଙ୍କୁ ସୁବିଧା ସୁଯୋଗ ଯୋଗାଇଦେବା ନିମନ୍ତେ ରାଜଧାନୀ ଭୁବନେଶ୍ୱରରେ ଏଲଆଇସିର ଏକ ଟାୟର-୨ ଜୋନାଲ କାର୍ଯ୍ୟାଳୟ ଏବଂ ବାଲେଶ୍ୱରଠାରେ ଏକ ଡିଭିଜନାଲ୍‌ ଅଫିସ୍‌ ଖୋଲିବା ପାଇଁ ନେସ୍‌ନାଲ ଅର୍ଗାନାଇଜେସନ ଅଫ୍‌…
ଅଧିକ ଖବର ଦେଖନ୍ତୁ...

ମା’ ମୁଁ ଘରକୁ ଯିବି ଲୋ…

ଭୁବନେଶ୍ୱର: ମଣିଷ ଯେବେ ଅଲୋଡ଼ା ହୋଇଯାଏ ସେତେବେଳେ ସେ କାହାର ବି ହୋଇପାରେନା। ନା ପରିବାରର ହୁଏ ନା ସମାଜର। ଏହା ହିଁ  ସମାଜର ବିଡ଼ମ୍ବନା। ଏମିତି ଏକ ଅଭାଗା ହେଉଛି ଅରୁଣ। ବୟସ ପ୍ରାୟ ୨୦ ଛୁଇଁବଣି। ମାତ୍ର ନା ସେ କଥା କହିପାରୁଛି ନା କିଛି କହିଲେ ଶୁଣିପାରୁଛି। ଦେଖିପାରୁନିି କି ସ୍ପଷ୍ଟ…
ଅଧିକ ଖବର ଦେଖନ୍ତୁ...