ଭୁବନେଶ୍ବର: ତୋଷାଳି ୱାକର୍ସ କ୍ଲବ୍ ପକ୍ଷରୁ ବାଣୀବିହାରସ୍ଥିତ ଶ୍ୟାମାପ୍ରସାଦ ମୁଖାର୍ଜୀ ପାର୍କରେ ବନ ମହୋତ୍ସବ ପାଳିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସଂଗ୍ରାମ କେଶରୀ ରାଉତରାୟ, ଉପସଭାପତି ବୈକୁଣ୍ଠ ନାରାୟଣ ଦାଶ, ସମ୍ପାଦକ ଅଶୋକ କୁମାର ଦାସ, ସହ ସମ୍ପାଦକ ଦୀପ୍ତିମୟୀ ମିଶ୍ର, ହୃଦାନନ୍ଦ ଜେନା, ଗୋବର୍ଦ୍ଧନ ନାୟକ, ଗୋବିନ୍ଦ ଚନ୍ଦ୍ର ମିଶ୍ର, କ୍ଷୀରସିନ୍ଧୁ ସେଠୀ ଏବଂ କ୍ଲବ୍ର ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ୭୦ରୁ ଅଧିକ ଚାରା ରୋପଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/52-6.jpg)