ଭୁବନେଶ୍ବର: ବିଜେଡି ପକ୍ଷରୁ ଆଜି ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୟୁନିଟ-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସଫେଇ ସହ ବୃକ୍ଷରୋପଣ ହୋଇଛି। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ବରେ ‌େହାଇଥିବା ଏହି କାର୍ଯ୍ୟକ୍ରମରେ କର୍ପୋରେଟର ରଞ୍ଜୁଲତା ରାୟ, କବିତା ସ୍ୱାଇଁ, ଅଲିଅଳି ମଲ୍ଲିକ, ଆସିୟା ବେଗମ୍‌, ରାଜକିଶୋର ଦାସ, ପୁଷ୍ପାଞ୍ଜଳି ସେଠୀ, ଭରତ ଲେଙ୍କା, ସ୍ମୃତିଶିଖା ବରୀଶଲ, ପଦ୍ମଜା ପ୍ରିୟଦର୍ଶିନୀ ଜେନା, ପୂର୍ବତନ କର୍ପୋରେଟର ସେକ୍‌ ନିଜାମୁଦ୍ଦିନ, ନବକିଶୋର ବେହେରା, ସମାଜସେବୀ କ୍ଷୀରୋଦ ବେହେରା, ଚିନ୍ମୟ ଦାସ, ଏ ରାଜୁ, ମିଲନ ପାଇକରାୟ, ସମରେନ୍ଦ୍ର ଜେନା, ପ୍ରଦୀପ ବରୀଶଲ,ଫିରୋଜ ଖାନ୍‌, ସରୋଜ ପାତ୍ର ,ମଧୁ ଦୋରା, ଫେଲୁ ମହାନ୍ତି, ଅଜୟ ଲେଙ୍କା, ମିଟୁ ମହାରଥୀ, ଯୁବନେତା ଦୀପ୍ତି ରଞ୍ଜନ ଜେନା, ଦିଲ୍ଲୀପ ସେନାପତି, ସେକ୍‌ ଇମ୍ରାନ, ରିଙ୍କୁ ମହାପାତ୍ର, ଛାତ୍ର ନେତା ଶକ୍ତି ପ୍ରକାଶ ପତି, ରୋଜା ଘୋଷ,ରାଜେନ୍ଦ୍ର ଲେଙ୍କା, ସୁରଜ ମହାନ୍ତି, ରଞ୍ଜିତ ରାଉତ, ସନ୍ତୋଷ ଦୋରା,ମହିଳା ନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର,ବବିତା ମହାନ୍ତି, ପଦ୍ମଜା ମହାନ୍ତି, ଲିଲି ନାୟକ, ମମତାଜ ବେଗମ ,ସୁଶ୍ରୀ ଦାସଙ୍କ ସମେତ ୱାର୍ଡ-୨୯ର ସ୍ବୟଂ ସହାୟିକା ‌ମହିଳା ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Advertisment

‌ଏହି ଅବସରରେ ୟୁନିଟ-୯ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ସ୍ନିଗ୍ଧା ବେହେରା ଡେଙ୍ଗୁର ମୁକାବିଲା ନେଇ ସମସ୍ତଙ୍କୁ ସଚେତନତ କରିଥିଲେ।