ଭୁବନେଶ୍ୱର : ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହ ନୂତନ ନିଯୁକ୍ତି ପାଇଥିବା ୧୪ଜଣ ପୁଲିସ ଅଧିକାରୀ(ଆଇପିଏସ୍)ଙ୍କ ଏକ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା ଡିଜି କ୍ୟାମ୍ପ ଅଫିସଠାରେ ହୋଇଯାଇଛି। ଏଥିରେ ମଣିପୁର କ୍ୟାଡର୍ର ମୋହିତା ଶର୍ମା, ରବି ଚୌଧୁରୀ, ତେଲଙ୍ଗାନା କ୍ୟାଡର୍ର ଗଉସ୍ ଆଲାମ, ମହାରାଷ୍ଟ୍ର କ୍ୟାଡର୍ର ଅନୁରାଗ ଜୈନ୍, ଗୋରଖ ସୁରେଶ ଭାମାରେ, ନେପାଳ ପୁଲିସ ଅଫିସର କ୍ୟାଡର୍ର ଉମେଶ ଗୁରୁଙ୍ଗ ଶ୍ରେଷ୍ଠ, ତାମିଲନାଡ଼ୁ କ୍ୟାଡର୍ର ସମୟ ସିଂ ମୀନା, ଐଶ୍ୱର୍ଯ୍ୟା ପ୍ରଶାନ୍ତ ଡୋଙ୍ଗରେ, ହରିୟାଣା କ୍ୟାଡର୍ର ଉଦୟ ସିଂ ମୀନା, ଉତ୍ତରପ୍ରଦେଶ କ୍ୟାଡର୍ର ଦୀକ୍ଷା ଶର୍ମା, ସତ୍ୟଜିତ କୁମାର ଗୁପ୍ତା, ଆନ୍ଧ୍ରପ୍ରଦେଶ କ୍ୟାଡର୍ର ତୁହୀନ ସିହ୍ନା, ହିମାଚଳପ୍ରଦେଶ କ୍ୟାଡର୍ର ହେମଲଥା ଏବଂ ଏଜିଏମ୍ୟୁଟି କ୍ୟାଡର୍ର ରାହୁଲ ଗୁପ୍ତା ଭୁବନେଶ୍ୱର ସ୍ଥିତ ଡିଜି କ୍ୟାମ୍ପ ଅଫିସରେ ଡିଜି ଶ୍ରୀ ଶର୍ମାଙ୍କୁ ଭେଟି ଓଡ଼ିଶା ପୁଲିସର ବିଭିନ୍ନ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ।
୧୪ ନବନିଯୁକ୍ତ ଆଇପିଏସ୍ଙ୍କ ସହ ଡିଜିଙ୍କ ଆଲୋଚନା
/sambad/media/post_attachments/wp-content/uploads/2018/06/hitesh-dg-meeting.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)