ଭୁବନେଶ୍ବର : ବିଧାୟକ କ୍ବାର୍ଟର୍ସ ପାଇଁ ଗଛ କଟାକୁ ବିରୋଧ କରି ସାମାଜିକ ଅନୁଷ୍ଠାନ ‘ପ୍ରେରଣା’ ପକ୍ଷରୁ ଚାଲିଥିବା ପ୍ରତିବାଦ ୫ମ ଦିନରେ ପହଞ୍ଚିଛି। ରାଜ୍ୟପାଳଙ୍କୁ ଦାବିପତ୍ର, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାଙ୍କ କାର୍ଯ୍ୟାଳୟରେ ଦାବିପତ୍ର ପ୍ରଦାନ ପରେ ଆଜି ନୂଆ ଢ଼ଙ୍ଗରେ ବିରୋଧ କରାଯାଇଛି। ରାସ୍ତାରେ ଯାଉଥିବା ପଥଚାରୀଙ୍କୁ ପ୍ରେରଣା ଅଧ୍ୟକ୍ଷ ଦିଲ୍ଲୀପ ଶ୍ରୀଚନ୍ଦନ ଆଜି ୫୦୦ରୁ ଅଧିକ ପିଜୁଳି ଗଛ ବଣ୍ଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରେରଣାର ଅନ୍ୟତମ ସଂଯୋଜକ ମନୋରଞ୍ଜନ ବାରିକ, ଅଜୟ ଗୁମାନସିଂ ପ୍ରମୁଖ ସାମିଲ ହୋଇଥିଲେ।
ପ୍ରେରଣା ବାଣ୍ଟିଲା ପିଜୁଳି ଗଛ
/sambad/media/post_attachments/wp-content/uploads/2022/06/prerana-m25.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)