ଭୁବନେଶ୍ୱର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ସ୍ନାତକତ୍ତୋର କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ୍ ୮୯.୪୬ ପ୍ରତିଶତ ଛାତ୍ରୀ ପାସ୍ କରିଛନ୍ତି। ସେହିପରି ସ୍ନାତକ କଳା ବିଷୟରେ ୯୦.୦୬ ପ୍ରତିଶତ ପିଲା ପାସ କରଛନ୍ତି। ବିଜ୍ଞାନରେ ୯୪.୪୮ ପ୍ରତିଶତ ଏବଂ ବାଣିଜ୍ୟରେ ୭୪.୧୨ ପ୍ରତିଶତ ପିଲା ପାସ୍ କରିଛନ୍ତି। ତେବେ ବି.ଇଡି ପାଠ୍ୟକ୍ରମରେ ଶତପ୍ରତିଶତ ଛାତ୍ରୀ ପାସ୍ କରିଥିବା ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି।
ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶିତ: ସ୍ନାତକ କଳାରେ ୯୦.୦୬ ପ୍ରତିଶତ୍ ପାସ୍
/sambad/media/post_attachments/wp-content/uploads/2020/10/exam-result-30_Thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)