ଓମେନ୍ ଇକୋନୋମିକ୍ ଫୋରମ୍‌ରେ ଯୋଗ ଦେଲେ ରୋଜାଲିନ୍

ଭୁବନେଶ୍ବର: ଲଣ୍ଡନ୍‌ରେ କେନ୍‌ସିଙ୍ଗଟନ୍‌ ହଲିଡେ ଇନ୍ ହୋଟେଲ୍‌ରେ ଓମେନ୍ ଇକୋନୋମିକ୍ ଫୋରମ୍ ଗତକାଲି ଠାରୁ ଆରମ୍ଭ ହୋଇଛି। ଏହା ତିନି ଦିନ ଧରି ଚାଲିବ। ଏଥିରେ ପରିଚୟ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ରୋଜାଲିନ୍ ପାଟ୍ଟଶାଣୀ ମିଶ୍ର ବକ୍ତା ଭାବେ ଯୋଗ ଦେଇଥିଲେ। ‘କ୍ଷୁଧା ମୁକ୍ତି, ଖାଦ୍ୟ ନିରାପତ୍ତା, ଉନ୍ନତ ପୋଷଣ ଓ ମହିଳାମାନଙ୍କ କ୍ଷମତା’ ଶୀର୍ଷକ ବିଷୟବସ୍ତୁ ଉପରେ ସେ ବକ୍ତବ୍ୟ ରଖିଥି‌େଲ। ସାରା ବିଶ୍ବର ୪୫ ଜଣ ବକ୍ତାଙ୍କ ମଧ୍ୟରେ ଶ୍ରୀମତୀ ପାଟ୍ଟଶାଣୀ ମିଶ୍ର ଭାରତରୁ ପ୍ରତିନିଧିତ୍ବ କରିଥିଲେ।

ସମ୍ବନ୍ଧିତ ଖବର