ଭୁବନେଶ୍ୱର : ରୋଟାରି ଇନର୍ହ୍ଵିଲ୍ ମେଟ୍ରୋଙ୍କ ଆନୁକୂଲ୍ୟରେ ସମାନ୍ତରାପୁର ଛକଠାରେ ଉତ୍କଳ ଦିବସଠାରୁ ଆରମ୍ଭ ହୋଇଥିବା ଜଳ ସେବା ଶିବିରରେ ମହାବିଷୁବ ସଂକ୍ରାନ୍ତି ପାଳନ କରାଯାଇଛି। ଏହି ଉତ୍ସବକୁ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ଉଦ୍ଘାଟନ କରିଥିଲେ। ଏହି ଅବସରରେ ୨୦୦୦ରୁ ଅଧିକ ଲୋକଙ୍କୁ ପଣା ବଣ୍ଟନ କରାଯାଇଥିଲା। ଏହି ଅବସରରେ ରୋଟାରି ଓ ଇନର୍ହ୍ଵିଲ୍ ଭୁବନେଶ୍ୱର ମେଟ୍ରୋଙ୍କ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।
ରୋଟାରିର ବିଷୁବ ସଂକ୍ରାନ୍ତି ଉତ୍ସବ
/sambad/media/post_attachments/wp-content/uploads/2018/04/rOTARY.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)