ଭୁବନେଶ୍ବର : ଏକାମ୍ର କ୍ଷେତ୍ରରେ ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗରର ଚତୁଃପାର୍ଶ୍ବ ଉନ୍ନତୀକରଣ ପାଇଁ ଏକାମ୍ର ଯୋଜନା କାର୍ଯ୍ୟକାରୀ ହେଉଛି। ଏହି ପ୍ରକଳ୍ପ ଧାର୍ଯ୍ୟ ସମୟରେ ଶେଷ ହୋଇ ନଥିବା ବେଳେ ଏହାର ସମୟସୀମା ବଢ଼ିଛି। ଏକାମ୍ର କ୍ଷେତ୍ରକୁ ପ୍ରବେଶ ଓ ପ୍ରସ୍ଥାନ ପଥକୁ ଓସାର କରାଯାଉଥିବା ବେଳେ କିଛି ନୂଆ ରାସ୍ତା ନିର୍ମାଣ ହେଉଛି। ଏଥିପାଇଁ ରାଜ୍ୟ ସରକାର ଆଜି ବିଏମ୍ସିକୁ ୫୦ କୋଟି ଅନୁଦାନ ଦେଇଛନ୍ତି।
ଏକାମ୍ର ଯୋଜନା ପାଇଁ ୫୦ କୋଟି
/sambad/media/post_attachments/wp-content/uploads/2020/02/Lingaraj.jpg)