ଭୁବନେଶ୍ୱର: ଭୁବନେଶ୍ୱର ପୋଖରିପୁଟରେ ଜଣେ ଯୁବକଙ୍କୁ ଗୁରୁବାର ଅପରାହ୍ନରେ ମାରଣାତ୍ମକ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଆହତ ବ୍ୟକ୍ତିଙ୍କ ନାମ ସନ୍ୟାସୀ ସ୍ୱାଇଁ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ବରମୁଣ୍ଡା ବସ ଷ୍ଟାଣ୍ଡରେ କୁଲି ଭାବେ କାମ କରନ୍ତି।
ଭୁବନେଶ୍ୱର: ଯୁବକଙ୍କୁ ମାରଣାତ୍ମକ ଆକ୍ରମଣ
/sambad/media/post_attachments/wp-content/uploads/2018/04/0-000.jpg)