ଖଣ୍ଡଗିରି: ସମ୍ବାଦ ସାହିତ୍ୟଘର ଓ ଭିଏସଏସନଗରସ୍ଥିତ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆଶ୍ରମ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ବରଗଡ଼ଜିଲ୍ଲା ମହିଳା ପ୍ରମୁଖ ଅମ୍ବିକା ଭୋଇ, ରାୟଗଡ଼ା ଜିଲ୍ଲା ସଙ୍ଗଠନ ମନ୍ତ୍ରୀ ଅଭିମନ୍ୟୁ ମହନ୍ତ, ପ୍ରାନ୍ତ ଉପାଧ୍ୟକ୍ଷ ଅଭୟ କୁମାର ପତି, ଛାତ୍ରାବାସ ପ୍ରମୁଖ ୟଶପାଲ ଗହିର, ନବରଙ୍ଗପୁର ଜିଲ୍ଲା ସଙ୍ଗଠନ ମନ୍ତ୍ରୀ ଦ୍ରୁପଦ ମୁଦୁଲି, ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ବିନାୟକ ସେନାପତି, କଳିଙ୍ଗବିହାରର ସମାଜସେବୀ ବାସନ୍ତୀ ଦାସ, ପ୍ରଦୀପ ଚନ୍ଦ୍ର ଦାସ ରଞ୍ଜୁକ୍ତା ଦାସ, ସବିତା ରାଣୀ ପୃଷ୍ଟି ଉପସ୍ଥିତ ରହି ଚାରାରୋପଣ କରିଥିଲେ।
ସମ୍ବାଦ ସାହିତ୍ୟଘର ଓ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଚାରାରୋପଣ
ସମ୍ବାଦ ସାହିତ୍ୟଘର ଓ ଭିଏସଏସନଗରସ୍ଥିତ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆଶ୍ରମ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ମହିଳା ପ୍ରମୁଖ ଅମ୍ବିକା ଭୋଇ, ରାୟଗଡ଼ା ଜିଲ୍ଲା ସଙ୍ଗଠନ ମନ୍ତ୍ରୀ ଅଭିମନ୍ୟୁ ମହନ୍ତ....
/sambad/media/media_files/2025/07/07/sdsfsxccx-2025-07-07-03-23-09.jpg)